ସେନା ଯବାନଙ୍କୁ ମାଡ଼ ମାରି ୩ ଝାଡ଼ଖଣ୍ଡ ପୁଲିସ ନିଲମ୍ବିତ

ନୂଆଦିଲ୍ଲୀ: ଦିନକ ପୂର୍ବେ ଝାଡ଼ଖଣ୍ଡର ଚତ୍‌ରା ଜିଲ୍ଲାରେ ସ୍ବତନ୍ତ୍ର ଯାଞ୍ଚ ଅଭିଯାନ ଚାଲିଥିବା ସମୟରେ ମାସ୍କ୍‌ ପିନ୍ଧି ନ ଥିବା କାରଣରୁ ସେନାର ଜଣେ ଯବାନଙ୍କୁ ମାରଧର କରିଥିବାରୁ ଗୁରୁବାର ଦିନ ଜଣେ ହେଡ୍‌ କନେଷ୍ଟବଳ ଏବଂ ଅନ୍ୟ ୨ଜଣ କନେଷ୍ଟବଳଙ୍କୁ ନିଲମ୍ବନ କରାଯାଇଛି। ବୁଧବାର ଦିନ ମୟୂରହଣ୍ଡ୍‌ ଥାନା ଅଧୀନ କର୍ମାଚୌକ୍‌ ଅଞ୍ଚଳରେ ଘଟଣାଟି ଘଟିଥିଲା। ମୋଟରସାଇକେଲ୍‌ ଚଳାଇ ଯାଉଥିବା ସେନା ଯବାନ୍‌ଜଣଙ୍କୁ ମୟୂରହଣ୍ଡ୍‌ ‘ବ୍ଲକ୍‌ ଉନ୍ନୟନ ଅଧିକାରୀ’ଙ୍କ … Continue reading ସେନା ଯବାନଙ୍କୁ ମାଡ଼ ମାରି ୩ ଝାଡ଼ଖଣ୍ଡ ପୁଲିସ ନିଲମ୍ବିତ